ନବଦାସ ହତ୍ୟା ମାମଲା: ପ୍ରେସମିଟରେ ବର୍ଷିଲେ ପ୍ରକାଶ ମିଶ୍ର, କହିଲେ ଓଡିଶା ପୁଲିସରେ ଶୃଙ୍ଖଳା ନାହିଁ।

ନବଦାସ ହତ୍ୟା ମାମଲା: ପ୍ରେସମିଟରେ ବର୍ଷିଲେ ପ୍ରକାଶ ମିଶ୍ର, କହିଲେ ଓଡିଶା ପୁଲିସରେ ଶୃଙ୍ଖଳା ନାହିଁ।

କନକ ବ୍ୟୁରୋ: ଓଡିଶା ପୁଲିସରେ ଶୃଙ୍ଖଳା ନାହିଁ । ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିଜେପି ନେତା ପ୍ରକାଶ ମିଶ୍ର ପ୍ରେସମିଟ କରି ଏଭଳି କହିଛନ୍ତି । ସେ କହିଛନ୍ତି ଓଡିଶା ପୁଲିସ ଉପରେ ଆମର ପୂରା ଆସ୍ଥା ଅଛି । ହେଲେ ପୁଲିସ ଫୋର୍ସର ଷ୍ଟ୍ରକଚରକୁ ନଷ୍ଟ କରିଦିଆଯାଇଛି । ଏବେ ଡିଜିଙ୍କୁ କେହି ମାନୁନାହାନ୍ତି । ଓଡିଶା ପୁଲିସରେ ଏବେ ଶୃଙ୍ଖଳା ନାହିଁ । ଗୋପାଳ ଦାସର ବ୍ୟବହାର ଆନାଲିସିସର ଆବଶ୍ୟକତା ନାହିଁ । ଗୋପାଳ ମାରିବାକୁ ଦୃଢ ପରିକର ଥିଲା, ଜଣାପଡୁଛି । କାହିଁକି ମାରିଛି ତାହା ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe