ଶରୀର ପାଇଁ କାହିଁକି ଏତେ ଜରୁରୀ କ୍ୟାଲସିୟମ୍ ? ଶରୀରରେ କ୍ୟାଲସିୟମ୍ ଅଭାବରୁ ହେଉଥିବା ରୋଗ ବିଷୟରେ ଜାଣନ୍ତୁ ଓ ତାର ପ୍ରତିକାର କରନ୍ତୁ

ଶରୀର ପାଇଁ କାହିଁକି ଏତେ ଜରୁରୀ କ୍ୟାଲସିୟମ୍ ? ଶରୀରରେ କ୍ୟାଲସିୟମ୍ ଅଭାବରୁ ହେଉଥିବା ରୋଗ ବିଷୟରେ ଜାଣନ୍ତୁ ଓ ତାର ପ୍ରତିକାର କରନ୍ତୁ

source : Medical News Today

ସାଧାରଣତଃ ଲୋକେ ଭାବନ୍ତି ଶରୀରରେ କ୍ୟାଲସିୟମ ଅଭାବ ପାଇଁ ହାଡ଼ ଦୁର୍ବଳ ହୋଇଥାଏ। କିନ୍ତୁ ଏହାର ଅଭାବ ହାଡ଼ ବ୍ୟତୀତ ଆହୁରି ଅନେକ ରୋଗର ଆଶଙ୍କା ବଢ଼ିଥାଏ। ଏବଂ ଏହାର ଅଭାବକୁ ପୂରଣ କରିବା ପାଇଁ କେବଳ କ୍ଷୀର ଓ ଦହି ବ୍ୟତୀତ ଆହୁରି ଅନେକ ଜିନିଷ ଖାଇବାରେ ଫାଇଦା ହୋଇଥାଏ। କ୍ୟାଲସିୟମର ଅଭାବ ହେତୁ ହେଉଥିବା ୩ଟି ରୋଗ ଓ ଏହା କିଭଳି ଦୂର ହେବ ସେ ସଂପର୍କରେ ଜାଣନ୍ତୁ।

• ମାଂସପେଶୀ ଟାଇଟ୍ ସହ ଦରଜ ହେବା

• ନଖ ବାରମ୍ବାର ଛିଣ୍ଡିବା

• ଅଣ୍ଟା ଦରଜ ଲାଗି ରହିବା

• ନିଦ ନହେବା

• ଷ୍ଟ୍ରେସ୍ ରେ ରହିବା

କ୍ୟାଲସିୟମର ମାତ୍ରା କମ୍ ହେବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇ ନଥାଏ। ଏହା ଯୋଗୁଁ ହୃଦଘାତର ଆଶଙ୍କା ବଢ଼ିଯାଏ। ଏଥିରୁ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍ ହୋଇଯାଏ। ବାରମ୍ବାର ସର୍ଦ୍ଦି, ଜ୍ୱର ଓ କାଶ ହୋଇପାରେ। କ୍ୟାଲସିୟମର ମାତ୍ରା କମ୍ ହେବାରୁ ଦାନ୍ତ, ହାଡ଼ ଦୂର୍ବଳ ହେବା ସହ ଗଣ୍ଠି ଦରଦ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe