ସାନଖେମୁଣ୍ଡିରେ କିଏ ଜିତିବ ପଞ୍ଚାୟତ ବାଜି ? କଂଗ୍ରେସ ଓ ବିଜେଡି ପାଇଁ ପାଲଟିଛି ସମ୍ମାନର ପ୍ରଶ୍ନ

Advertisment
ସାନଖେମୁଣ୍ଡିରେ କିଏ ଜିତିବ ପଞ୍ଚାୟତ ବାଜି ? କଂଗ୍ରେସ ଓ ବିଜେଡି ପାଇଁ ପାଲଟିଛି ସମ୍ମାନର ପ୍ରଶ୍ନ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ପଞ୍ଚାୟତ ନିର୍ବାଚନ କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଗଞ୍ଜାମରେ ୧୩ ବିଧାନସଭା ଆସନ ମଧ୍ୟରୁ ସାନଖେମୁଣ୍ଡି ଆସନ କଂଗ୍ରେସ କବଜାରେ ରହିଛି । ଏଠାରେ ରମେଶ ଜେନା ବିଧାୟକ ଅଛନ୍ତି । ସେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ବି ଅଛନ୍ତି ।

ତେଣୁ ରମେଶଙ୍କ ଗଡରେ ଜିତିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି । ସାନଖେମୁଣ୍ଡିରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ନେତା । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ଜିଲ୍ଲା ନେତା ସାନଖେମୁଣ୍ଡିରେ ପ୍ରଚାର କରିଛନ୍ତି । ଏଥିରେ ସାମିଲ ହୋଇଥିଲେ ବିଧାୟକ ଅନନ୍ତ ଜେନା, ଆସ୍କା ସାଂସଦ ପ୍ରମିଳା ବିଷୋୟୀ ସାମିଲ ହୋଇଥିଲେ । ଅନନ୍ତ ଜେନା ବାଇକରେ ବୁଲି ବୁଲି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe