କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଆଜି ଶପଥଗ୍ରହଣ ଉତ୍ସବ ପାଳନ ହେବ । ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବେ । ଏହା ପୂର୍ବରୁ ସାମ୍ଭାବ୍ୟ ମନ୍ତ୍ରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନରେନ୍ଦ୍ର ମୋଦୀ । ଶପଥ ଗ୍ରହଣ ସମାରୋହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଉଥିବା ସମ୍ଭାବ୍ୟ ନେତାଙ୍କ ଲିଷ୍ଟ ଆସିଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରୁ କିଏ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇପାରନ୍ତି ।

ସାମ୍ଭାବ୍ୟ କେନ୍ଦ୍ରମନ୍ତ୍ରୀ ତାଲିକା -

ଗୁଜରାଟ

  • ଅମିତ ଶାହା 
  • ଏସ ଜୟଶଙ୍କର
  • ମନସୁଖ ମାଣ୍ଡଭୟ
  • ସିଆର ପାଟିଲ
  • ନିମୁ ବେନ ବାମନିୟ
  • ଜେପି ନଡ୍ଡା

ଓଡିଶା

  • ଅଶ୍ୱିନୀ ବୈଷ୍ଣବ
  • ଧର୍ମେନ୍ଦ୍ର ପ୍ରଧାନ
  • ଜୁଏଲ ଓରାମ

କର୍ଣ୍ଣାଟକ

  • ନିର୍ମଳା ସୀତାରମଣ
  • ଏଚଡି କୁମାରସ୍ୱାମୀ
  • ପ୍ରହଲ୍ଲାଦ ଜୋଶୀ
  • ଶୋଭା କରନ୍ଦଲାଜେ
  • ଭି ସୋମନ୍ନା

ମହାରାଷ୍ଟ୍ର

  • ପିୟୁଷ ଗୋଏଲ
  • ନୀତିନ ଗଡକରୀ
  • ପ୍ରତାପ ରାଓ ଯାଦବ
  • ରକ୍ଷା ଖଡସେ
  • ରାମଦାସ ଅଠାବାଲେ
  • ମୁରଲୀଧର ମୋହୋଲ 

ଗୋଆ

  • ଶ୍ରୀପଦ ନାଇକ  

ଜମ୍ମୁ କଶ୍ମୀର

  • ଜିତେନ୍ଦ୍ର ସିଂ

ମଧ୍ୟପ୍ରଦେଶ

  • ଶିବରାଜ ସିଂ ଚୌହାନ
  • ଜ୍ୟୋତିରାଦିତ୍ୟ ସିନ୍ଧିଆ
  • ସାବିତ୍ରୀ ଠାକୁର
  • ବୀରେନ୍ଦ୍ର କୁମାର 

ଉତ୍ତର ପ୍ରଦେଶ

  • ହରଦୀପ ସିଂ ପୁରୀ
  • ରାଜନାଥ ସିଂ
  • ଜୟନ୍ତ ଚୌଧୁରୀ
  • ଜିନିତ ପ୍ରସାଦ
  • ପଙ୍କଜ ଚୌଧୁରୀ
  • ବିଏଲ ବର୍ମା
  • ଅନୁପ୍ରିୟା ପଟେଲ
  • କମଲେଶ ପାସୱାନ
  • ଏସପି ସିଂ ବଘେଲ

ବିହାର

  • ଚିରାଗ ପାସୱାନ
  • ଗିରିରାଜ ସିଂ
  • ଜୀତନ ରାମ ମାଞ୍ଝୀ
  • ରାମନାଥ ଠାକୁର
  • ଲଲନ ସିଂ
  • ନିତ୍ୟାନନ୍ଦ ରାୟ
  • ରାଜ ଭୂଷଣ
  • ସତୀଶ ଦୁବେ

ଅରୁଣାଚଳ ପ୍ରଦେଶ

  • କିରଣ ରିଜ୍ଜୁ

ରାଜସ୍ଥାନ

  • ଗେଜେନ୍ଦ୍ର ସିଂ ଶେଖାୟତ
  • ଅର୍ଜୁନରାମ ମେଧୱାଲ
  • ଭୁପେନ୍ଦ୍ର ଯାଦବ
  • ଭାଗୀରଥ ଚୌଧୁରୀ 

ହରିୟାଣା

  • ଏମଏଲ ଖଟ୍ଟର
  • ରାଓ ଇନ୍ଦ୍ରଜିତ ସିଂ
  • କୃଷ୍ଣ ପାଲ ଗୁଜ୍ଜର

କେରଳ

  • ସୁରେଶ ଗୋପୀ
  • ତେଲେଙ୍ଗାନା
  • ଜି କିଶନ ରେଡ୍ଡୀ
  • ବନ୍ଦି ସଞ୍ଜୟ

ତାମିଲନାଡୁ

  • ଏଲମୁରୁଗାନ
  • ଝାଡଖଣ୍ଡ
  • ଚନ୍ଦ୍ରଶେଖର ଚୌଧୁରୀ
  • ଅନ୍ନପୂର୍ଣ୍ଣା ଦେବୀ

ଆନ୍ଧ୍ର ପ୍ରଦେଶ

  • ଡ. ଚନ୍ଦ୍ରଶେଖର ପେମ୍ମାସାନୀ
  • ରାମ ମୋହନ ନାଇଡୁ କିଜରାପୁ
  • ଶ୍ରୀ ନିବାସ ବର୍ମା

ପଶ୍ଚିମବଙ୍ଗ

  • ଶାନ୍ତନୁ ଠାକୁର
  • ସୁକାନ୍ତ ମଜୁମଦାର 

ପଞ୍ଜାବ

  • ରବନିତ ସିଂ ବିଟ୍ଟୁ

ଆସାମ

  • ସର୍ବଣାନନ୍ଦ ସୋନୱାଲ
  • ପବିତ୍ରା ମାର୍ଗୋରିଟା

ଉତ୍ତରରାଣ୍ଡ

  • ଅଜୟ ଟମ୍ଟା

ଦିଲ୍ଲୀ

  • ହର୍ଷ ମଲହୋତ୍ରା

ଛତିଶଗଡ

  • ତୋଖନ ସାହୁ