କିଏ ହେବେ ତେଲକୋଇର ବିଜେଡ଼ି ପ୍ରାର୍ଥୀ? ନବୀନ ନିବାସରେ ତେଲକୋଇ ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

590

କନକ ବ୍ୟୁରୋ : କିଏ ହେବ ତେଲକୋଇର ବିଜେଡ଼ି ପ୍ରାଥୀ? । ନବୀନ ନିବାସରେ ପହଞ୍ଚିଲେ ତେଲକୋଇର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ । ୨୦୧୪-୧୯ ପର୍ଯ୍ୟନ୍ତ ବିଜେଡ଼ି ବିଧାୟକ ଥିଲେ ବେଦବ୍ୟାସ । ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି । ନବୀନ ନିବାସରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଲଢ଼ିବା କଥା କହିଥିବା ସେ କହିଛନ୍ତି ।