କନକ ବ୍ୟୁରୋ: କିଏ ହେବେ ରାଜ୍ୟର ପୋଲିସ ମୁଖିଆ । ଦିଲ୍ଲୀରେ ଚାଲଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସରକାରଙ୍କ ତରଫରୁ ସୁପାରିଶ କରାଯାଇଥିବା ନାଁ ଉପରେ ୟୁପିଏସସି ବିଚାର କରୁଛି । ଉପସ୍ଥିତ ଅଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଖୁବଶୀଘ୍ର ହୋଇପାରେ ନାଁ ଘୋଷଣା ।
ଏବେ ଅରୁଣ ଷଡଙ୍ଗୀ ଅତିରିକ୍ତ ପୋଲିସ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ସ୍ଥାୟୀ f ଡିଜି ଉପରେ ନୂଆ ସରକାର ଗୁରୁତ୍ବ ଦେଉଛନ୍ତି । ନିକଟରେ ବରିଷ୍ଠ ଆଇପିଏସଙ୍କ ତାଲିକା ୟୁପିଏସସିକୁ ଦିଆଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/21-9.jpg)