୫ଦିନିଆ ରିମାଣ୍ଡରେ ଥିବା ମଜନୁର ଖୋଲୁଛି ନୂଆ ଗୁମର । କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ରହସ୍ୟମୟୀ ମହିଳା ।

Advertisment
୫ଦିନିଆ ରିମାଣ୍ଡରେ ଥିବା ମଜନୁର ଖୋଲୁଛି ନୂଆ ଗୁମର । କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ରହସ୍ୟମୟୀ ମହିଳା ।

କନକ ବ୍ୟୁରୋ: ୫ଦିନିଆ ରିମାଣ୍ଡରେ ଥିବା ମଜନୁର ଖୋଲୁଛି ନୂଆ ଗୁମର। ରିମାଣ୍ଡ ବେଳେ କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ରହସ୍ୟମୟୀ ମହିଳା। ଅଭିଯୁକ୍ତ ସତ୍ୟଜିତ ସାମଲ ରିମାଣ୍ଡରେ ଥିବା ବେଳେ ତାଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା ଉଠାଇ ବିବାଦରେ ଥିଲେ ଏହି ମହିଳା। ଗତ ଦୁଇ ମାସ ଭିତରେ ଏହି ମହିଳା ୧୦ଲକ୍ଷରୁ ଅଧିକ ଟଙ୍କା ନେଇ ଥିବା ସୂଚନା। ତେଣୁ ଏସମ୍ବନ୍ଧରେ ଅଧିକ ପଚରାଉଚରା ପାଇଁ ସମନ ଜାରି କରି କ୍ୟାପିଟାଲ ଥାନାକୁ ଡକାଯାଇଥିଲା। ଆଉ ହାଜର ହୋଇ ପୋଲିସ ନିକଟରେ ତଥ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe