ଆଉ ମ୍ୟାଲେରିଆରେ ଯିବନି ଜୀବନ : ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ

Advertisment
ଆଉ ମ୍ୟାଲେରିଆରେ ଯିବନି ଜୀବନ : ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ

କନକ ବ୍ୟୁରୋ : ମ୍ୟାଲେରିଆରେ ଯିବନି ଜୀବନ । ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମିଳିଲା ଅନୁମୋଦନ । ସେରମ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା ଆର୨୧/ ମ୍ୟାଟ୍ରିକ୍ସ-ଏମକୁ ‘ହୁ’ର ମଞ୍ଜୁରୀ ମିଳିଛି । ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ୍ ଓ କ୍ଲିନିକାଲ ଟେଷ୍ଟ ଆଧାରରେ ଟୀକାକୁ ଗ୍ରୀନ ସିଗନାଲ ଦିଆଯାଇଥିବା ସେରମ ଇନିଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏସଆଇଆଇ ଦ୍ୱାରା ଦ୍ୱାରା ବିକଶିତ ଏହି ଟୀକାର ୪ଟି ଦେଶରେ ସଫଳ ପରୀକ୍ଷଣ ହୋଇ ସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe