ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ଅସୁସ୍ଥ : ୩ ଦିନ ହେଲା ସ୍ୱାଭାବିକ୍ ଭାବେ ଖାଦ୍ୟ ଗ୍ରହଣ କରୁନଥିବା ସୂଚନା

ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ଅସୁସ୍ଥ : ୩ ଦିନ ହେଲା ସ୍ୱାଭାବିକ୍ ଭାବେ ଖାଦ୍ୟ ଗ୍ରହଣ କରୁନଥିବା ସୂଚନା

କନକ ବ୍ୟୁରୋ : ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ଅସୁସ୍ଥ । ବିଜୟା ୩ ଦିନ ହେଲା ସ୍ୱାଭାବିକ୍ ଠାରୁ କମ୍ ଖାଦ୍ୟ ଖାଉଛି । ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖି ବାଘୁଣୀର ଚିକିତ୍ସା ଚାଲିଛି । ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ଅସୁସ୍ଥ ହୋଇଥିବା ସୂଚନା ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ । ରକ୍ତର ତାପମାତ୍ରା ସ୍ୱାଭାବିକ ରହିଥିବା ବେଳେ ଅଧିକ ପରୀକ୍ଷା ପାଇଁ ବାଘୁଣୀର ରକ୍ତ ନମୁନା ଲ୍ୟାବକୁ ପଠାଯାଇଛି । ଓୟୁଟିର ସ୍ୱାସ୍ଥ୍ୟ କମିଟି ଆଜି ନନ୍ଦନକାନନ ଯାଇ ନନ୍ଦନକାନନ ଯାଇ ବିଜୟାର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe