କନକ ବ୍ୟୁରୋ: ସେକ୍ସଟର୍ସନ ମାମଲାରେ ଗିରଫ ଅର୍ଚ୍ଚନା ନାଗଙ୍କ ଘରକୁ ଆସୁଥିଲେ କେଉଁ ନେତା । କନକ ନ୍ୟୁଜ କ୍ୟାମେରା ଆଗରେ ପୋଲ ଖୋଲିଲେ ଅର୍ଚ୍ଚନା ନାଗଙ୍କ ଭଉଣୀ । ରାଜନୀତିରେ ପ୍ରବେଶକରି ନେତା ହେବାକୁ ଅର୍ଚ୍ଚନା କିଭଳି ଚଳାଇଥିଲେ ପ୍ରସ୍ତୁତି । ତା ସହିତ ବଡ଼ ବଡ଼ ନେତାଙ୍କ ସହ ବସାଉଠା କରୁଥିଲେ ଅର୍ଚ୍ଚନା । ଜେଲରୁ ମୁକୁଳିଲା ପରେ ଏନେଇ ଖୁଲାସା କରିବେ ବୋଲି କ୍ୟାମେରା ସାମନାରେ କହିଲେ ଅର୍ଚ୍ଚନାଙ୍କ ଭଉଣୀ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us