କନକ ବ୍ୟୁରୋ: ସେକ୍ସଟର୍ସନ ମାମଲାରେ ଗିରଫ ଅର୍ଚ୍ଚନା ନାଗଙ୍କ ଘରକୁ ଆସୁଥିଲେ କେଉଁ ନେତା । କନକ ନ୍ୟୁଜ କ୍ୟାମେରା ଆଗରେ ପୋଲ ଖୋଲିଲେ ଅର୍ଚ୍ଚନା ନାଗଙ୍କ ଭଉଣୀ । ରାଜନୀତିରେ ପ୍ରବେଶକରି ନେତା ହେବାକୁ ଅର୍ଚ୍ଚନା କିଭଳି ଚଳାଇଥିଲେ ପ୍ରସ୍ତୁତି । ତା ସହିତ ବଡ଼ ବଡ଼ ନେତାଙ୍କ ସହ ବସାଉଠା କରୁଥିଲେ ଅର୍ଚ୍ଚନା । ଜେଲରୁ ମୁକୁଳିଲା ପରେ ଏନେଇ ଖୁଲାସା କରିବେ ବୋଲି କ୍ୟାମେରା ସାମନାରେ କହିଲେ ଅର୍ଚ୍ଚନାଙ୍କ ଭଉଣୀ
ସେକ୍ସଟର୍ସନ ମାମଲାରେ ଗିରଫ ଅର୍ଚ୍ଚନା ନାଗଙ୍କ ଘରକୁ ଆସୁଥିଲେ କେଉଁ ନେତା ? କନକ ନ୍ୟୁଜ କ୍ୟାମେରା ଆଗରେ ପୋଲ ଖୋଲିଲେ ଭଉଣୀ ।
/kanak/media/post_attachments/wp-content/uploads/2022/11/30-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)