କୁଆଡେ ଗଲେ କାଲିମେଳାର ଡାକ୍ତର ଅମ୍ଳାନ ଭୋଇ? ସୁରକ୍ଷିତ ଫେରାଇ ଆଣିବାକୁ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ

କୁଆଡେ ଗଲେ କାଲିମେଳାର ଡାକ୍ତର ଅମ୍ଳାନ ଭୋଇ? ସୁରକ୍ଷିତ ଫେରାଇ ଆଣିବାକୁ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ

କନକ ବ୍ୟୁରୋ: କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କୁ ଅପହରଣ ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ଅମ୍ଲାନଙ୍କ ବାପା, ମାମୁଁ, ସମ୍ପର୍କୀୟ ଏବଂ ସାହିବାସିନ୍ଦା ମିଳିତ ଭାବେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ସହ ଅମ୍ଳାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଶନିବାର ରାତିରେ ସରକାରୀ କ୍ୱାର୍ଟର୍ସରୁ କିଛି ଦୁର୍ବୃତ୍ତ ଅମ୍ଲାନଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଅପହରଣର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଅମ୍ଲାନଙ୍କୁ ଉଦ୍ଧାର କରିବାକୁ ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe