କନକ ବ୍ୟୁରୋ: ଭର୍ଚୁଆଲ ରାଲିରେ ବିଜେପି ପାର୍ଟି ଅଫିସରୁ ତିର୍ତ୍ତୋଲ ଜନତାଙ୍କୁ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ରାଜ୍ୟରେ ଚରମ ସୀମାରେ ରହିଛି ବେରୋଜଗାରୀ । କରୋନା ବେଳେ ଠକି ଥିବା ସରକାରଙ୍କୁ ଜନତା ଦେବେ ଜବାବ୍ ।
ବେରୋଜଗାରୀ, କରୋନା ଦୁର୍ନୀତି ନେଇ ଜନତା ଦେବେ ଜବାବ୍ । ଭର୍ଚୁଆଲ ରାଲିରେ ତିର୍ତ୍ତୋଲ ଜନତାଙ୍କୁ ସମ୍ବୋଧନ କରି ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ।
Advertisment
Follow Us