କନକ ବ୍ୟୁରୋ : କୋଭିସିଲ୍ଡ ଟିକା ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ଜିଲ୍ଲାପାଳ, ମୁନିସପାଲ କମିଶନରଙ୍କୁ ଚିଠି ଲେଖିଲେ ପି.କେ ମହାପାତ୍ର । ନୂଆ ମାର୍ଗଦର୍ଶିକା ଅନୁଯାୟୀ ଟିକାର ଦ୍ୱିତୀୟ ଡୋଜ୍ ଦେବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ ଡ଼ୋଜର ୪ରୁ ୮ ସପ୍ତାହ ପରେ ଦ୍ୱିତୀୟ ଡ଼ୋଜ୍ ଦେବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ୪ରୁ ସପ୍ତାହ ମଧ୍ୟରେ ଦିଆଯାଉଥିଲା ଦ୍ୱିତୀୟ ଡ଼ୋଜ୍ । କିନ୍ତୁ ଦ୍ୱିତୀୟ ଡ଼ୋଜ୍ ଟିକାକରଣ ୮ସପ୍ତାହରୁ ବିଳମ୍ବ ହେବ ନାହିଁ । କେବଳ କୋଭିସିଲ୍ଡ ଟିକା ପାଇଁ ଏହି ନୀୟମ କାର୍ଯ୍ୟକାରୀ ହେବ ।

Advertisment