ଆସିଲା ଆଜ୍ଞାମାଳ, ଶରଧାବାଲିରେ ଦକ୍ଷିଣ ମୋଡ ହେବେ ରଥ।

94

କନକ ବ୍ୟୁରୋ: ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ଆସିସାରିଛି । ଏହା ପରେ ଶରଧାବାଲିରେ ୩ରଥ ଦକ୍ଷିଣ ମୋଡ ହେବେ । ମହାପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ରଥରେ ଏହାକୁ ଲାଗିକରାଯାଉଛି । କିଛି ସମୟ ପରେ ତିନି ରଥ ଦକ୍ଷିଣମୋଡ ନେବେ । ରଥ ଗୁଡିକୁ ପୋଲିସ ପ୍ରଶାସନ ଓ ସେବାୟତ ମୋଡ ଦେବେ ।