କନକ ବ୍ୟୁରୋ: ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ଆସିସାରିଛି । ଏହା ପରେ ଶରଧାବାଲିରେ ୩ରଥ ଦକ୍ଷିଣ ମୋଡ ହେବେ । ମହାପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ରଥରେ ଏହାକୁ ଲାଗିକରାଯାଉଛି । କିଛି ସମୟ ପରେ ତିନି ରଥ ଦକ୍ଷିଣମୋଡ ନେବେ । ରଥ ଗୁଡିକୁ ପୋଲିସ ପ୍ରଶାସନ ଓ ସେବାୟତ ମୋଡ ଦେବେ ।
ଆସିଲା ଆଜ୍ଞାମାଳ, ଶରଧାବାଲିରେ ଦକ୍ଷିଣ ମୋଡ ହେବେ ରଥ।
/kanak/media/post_attachments/wp-content/uploads/2022/07/52-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)