ଲଞ୍ଚ ହେଲା ହ୍ୱାଟ୍ସଆପର ନୂଆ ଫିଚର ! ଏଣିକି ୟୁଜର୍ସ ହ୍ୱାଟ୍ସଆପରେ ଦେଖିପାରିବେ ୟୁଟୁବ, ଫେସବୁକ ଏବଂ ଇଂଷ୍ଟାଗ୍ରାମର ଭିଡିଓ, ଜାଣନ୍ତୁ କିପରି । 

Advertisment
ଲଞ୍ଚ ହେଲା ହ୍ୱାଟ୍ସଆପର ନୂଆ ଫିଚର ! ଏଣିକି ୟୁଜର୍ସ ହ୍ୱାଟ୍ସଆପରେ ଦେଖିପାରିବେ ୟୁଟୁବ, ଫେସବୁକ ଏବଂ ଇଂଷ୍ଟାଗ୍ରାମର ଭିଡିଓ, ଜାଣନ୍ତୁ କିପରି । 

ଏଣିକି ହ୍ୱାଟ୍ସଆପରେ ବି ଦେଖି ହେବ ଆପଣ ଚାହୁଁଥିବା ପ୍ରତ୍ୟକଟି ଭିଡିଓ । ହ୍ୱାଟ୍ସଆପ ଏପରି ଏକ ଫିଚର ଲଞ୍ଚ କରୁଛି ଯାହା ମାଧ୍ୟମରେ ୟୁଜର୍ସ ୟୁଟୁବ ଏବଂ ଫେସବୁକର ସମସ୍ତ ଭିଡିଓ ହ୍ୱାଟ୍ସଆପରେ ଦେଖିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହାର ବ୍ୟବହାର କରିବେ ।

ସୂଚନା ଅନୁଯାୟୀ, ଇଂଷ୍ଟାଟ ମେସେଜିଙ୍ଗ ଆପ ହ୍ୱାଟ୍ସଆପ ୟୁଜର୍ସମାନଙ୍କ ପାଇଁ ଏକ ନୂଆ ଫିଚର୍ସ ଆଣିଛନ୍ତି ଯାହା ମାଧ୍ୟମରେ ୟୁଜର୍ସ ଫେସବୁକ, ୟୁଟୁବ ଓ ଇଂଷ୍ଟାଗ୍ରାମର ଭିଡିଓ ଦେଖିବାର ସୁଯୋଗ ପାଇପାରିବେ । କିନ୍ତୁ ଏହା କେବଳ ହ୍ୱାଟ୍ସଆପ ୱେବ ୟୁଜର୍ସମାନଙ୍କ ପାଇଁ ଉପଲବ୍ଧ ରହିବ । ଅର୍ଥାତ୍ ଯେଉଁମାନେ କମ୍ପ୍ୟୁଟର କିମ୍ବା ଲାପଟପରେ ହ୍ୱାଟ୍ସଆପ ଓପନ କରି ଚଲାଉଛନ୍ତି ସେଇମାନେ କେବଳ ଏହି ସୁବିଧାର ଲାଭ ଉଠାଇପାରିବେ । ସବୁଠାରୁ ବଡ କଥା ହେଲା ୟୁଟୁବ, ଫେସବୁକ ଓ ଇଂଷ୍ଟାଗ୍ରାମର ଭିଡିଓ ଦେଖିବାକୁ ହେଲେ ପ୍ରଥମେ ଏହାକୁ ଡାଉନଲୋଡ କରିବାକୁ ପଡିବନି ।

publive-imageକିପରି କରିବେ ଅବଡେଟ: 

କମ୍ପ୍ୟୁଟରରେ ହ୍ୱାଟ୍ସଆପ ବ୍ୟବହାର କରୁଥିବା ୟୁଜର୍ସ ପ୍ରଥମେ କ୍ୟାସକୁ କ୍ଲିୟର କରିବାକୁ ପଡିବ ଏହା ସହିତ ବ୍ରାଉଜରକୁ ମଧ୍ୟ ରିଫ୍ରେସ କରିବାକୁ ପଡିବ । ଯଦି ଆପଣ ଲାପଟପରେ ବ୍ୟବହାର କରୁଛନ୍ତି ତେବେ ପ୍ଲେଷ୍ଟୋରକୁ ଯାଇ ଏହାକୁ ଅବଡେଟ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe