ଟ୍ରେନ ଦୁର୍ଘଟଣା ପଛରେ ରହସ୍ୟ କଣ? ରେଳୱେ ସେଫଟି କମିଶନର କଲେ ଘଟଣାର ତଦନ୍ତ

ଟ୍ରେନ ଦୁର୍ଘଟଣା ପଛରେ ରହସ୍ୟ କଣ? ରେଳୱେ ସେଫଟି କମିଶନର କଲେ ଘଟଣାର ତଦନ୍ତ

କନକ ବ୍ୟୁରୋ : ନକ୍ସଲ ଅଧ୍ୟୁଷିତ ଅଂଚଳରେ ବଡ ଧରଣର ଟ୍ରେନ ଦୁର୍ଘଟଣା ପଛରେ ରହସ୍ୟ କଣ? ଜାନୁୟାରୀ ୨୬ ପୁର୍ବରୁ ନକ୍ସଲଙ୍କ ଆତ୍ମଘାତୀ କାର୍ଯ୍ୟ ନୁହେଁତ । ରେଳଧାରଣାକୁ କ୍ଷତି ପଂଚାଇବା ଉଦ୍ୟମ କରାଯାଇଥିବା ଆଶଙ୍କା ପ୍ରକାଶ କରିଛନ୍ତି ରେଳବାଇର ବରିଷ୍ଠ ଅଧିକାରୀ ।

ଦୁର୍ଘଟଣା ଘଟିଥିବା କୁନେରୁ ମାଓ ପ୍ରବଣ ଅଂଚଳ । ତେବେ ଏହି ଟ୍ରାକ୍ ଦେଇ କିଛି ସମୟ ପୂର୍ବରୁ ଏକ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ଯାଇଥିଲା । ଏପରିକି ଦୁର୍ଘଟଣା ପୂର୍ବରୁ ଟ୍ରେନ ଚାଳକ ବଡଧରଣର ଶବ୍ଦ ଶୁଣିଥିବା କହିଛନ୍ତି । ରେଳୱେ ସେଫଟି କମିଶନର ଘଟଣାର ତଦନ୍ତ କରୁଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe