କନକ ବ୍ୟୁରୋ : ନକ୍ସଲ ଅଧ୍ୟୁଷିତ ଅଂଚଳରେ ବଡ ଧରଣର ଟ୍ରେନ ଦୁର୍ଘଟଣା ପଛରେ ରହସ୍ୟ କଣ? ଜାନୁୟାରୀ ୨୬ ପୁର୍ବରୁ ନକ୍ସଲଙ୍କ ଆତ୍ମଘାତୀ କାର୍ଯ୍ୟ ନୁହେଁତ । ରେଳଧାରଣାକୁ କ୍ଷତି ପଂଚାଇବା ଉଦ୍ୟମ କରାଯାଇଥିବା ଆଶଙ୍କା ପ୍ରକାଶ କରିଛନ୍ତି ରେଳବାଇର ବରିଷ୍ଠ ଅଧିକାରୀ ।
ଦୁର୍ଘଟଣା ଘଟିଥିବା କୁନେରୁ ମାଓ ପ୍ରବଣ ଅଂଚଳ । ତେବେ ଏହି ଟ୍ରାକ୍ ଦେଇ କିଛି ସମୟ ପୂର୍ବରୁ ଏକ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ଯାଇଥିଲା । ଏପରିକି ଦୁର୍ଘଟଣା ପୂର୍ବରୁ ଟ୍ରେନ ଚାଳକ ବଡଧରଣର ଶବ୍ଦ ଶୁଣିଥିବା କହିଛନ୍ତି । ରେଳୱେ ସେଫଟି କମିଶନର ଘଟଣାର ତଦନ୍ତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-22-11h49m15s734.png)