କଣ ରହିବ ଅନଲକ ୫ର ରୂପରେଖ : ଖୁବ ଶୀଘ୍ର ଗାଇଡଲାଇନ ଜାରି କରିବ କେନ୍ଦ୍ର; ମନ୍ଦିର, ସ୍କୁଲ, ସିନେମା ହଲ ଓ ପର୍ଯ୍ୟଟନ ସ୍ଥଳୀ ଉପରେ ରହିଛି ନଜର

Advertisment
ଆଜି ଆସିପାରେ ପଞ୍ଚମ ପର୍ଯ୍ୟାୟ ଅନଲକ ମାର୍ଗଦର୍ଶିକା । କରୋନା କଟକଣା ଭିତରେ ଦେଶରେ କ’ଣ ଖୋଲିବ କ’ଣ ନାହିଁ ତା ଉପରେ ରହିଛି ନଜର । ଖୋଲିବ କି ସିନେମା ହଲ, ସ୍ୱାଭାବିତ ହେବ ପର୍ଯ୍ୟଟନ ଶିଳ୍ପ ?

କନକ ବ୍ୟୁରୋ : କେମିତି ରହିବ ଅନଲକ ୫ର ରୂପରେଖ । ଏହାରି ଉପରେ ରହିଛି ସମସ୍ତଙ୍କ ନଜର । ଅନୠଳ ୫ରେ କଣ ହେବ କୋହଳ । ଏନେଇ ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିବେ । ତେବେ ମୁଖ୍ୟତଃ ମନ୍ଦିର, ସ୍କୁଲ,  ସିନେମା ହଲ ଓ ପର୍ଯ୍ୟଟନ ସ୍ଥଳୀ ଖୋଲିବ କି ନାହିଁ ତାହା ଜଣାପଡିବ । ସେହିପରି ଆର୍ଥିକ ଗତିବିଧି ଉପରେ ସରକାର କିଛି କୋହଳ କରିପାରନ୍ତି ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe