କନକ ବ୍ୟୁରୋ : କେମିତି ରହିବ ଅନଲକ ୫ର ରୂପରେଖ । ଏହାରି ଉପରେ ରହିଛି ସମସ୍ତଙ୍କ ନଜର । ଅନୠଳ ୫ରେ କଣ ହେବ କୋହଳ । ଏନେଇ ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିବେ । ତେବେ ମୁଖ୍ୟତଃ ମନ୍ଦିର, ସ୍କୁଲ,  ସିନେମା ହଲ ଓ ପର୍ଯ୍ୟଟନ ସ୍ଥଳୀ ଖୋଲିବ କି ନାହିଁ ତାହା ଜଣାପଡିବ । ସେହିପରି ଆର୍ଥିକ ଗତିବିଧି ଉପରେ ସରକାର କିଛି କୋହଳ କରିପାରନ୍ତି ବୋଲି ଆଶା କରାଯାଉଛି ।

Advertisment