ଭାରତ-ଚୀନ୍ ସୀମା ବିବାଦ ଭିତରେ କିଭଳି ରହିଛି ଭୌଗୋଳିକ ସ୍ଥିତି ?ଉଭୟ ପକ୍ଷ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ସହିତ ଭାରୀ ଯୁଦ୍ଧାସ୍ତ୍ର କାହିଁକି ହୋଇଛି ନିୟୋଜିତ?

396

କନକ ବ୍ୟୁରୋ : ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପରିସ୍ଥିତି ଗମ୍ଭୀର ରହିଛି । କାରଣ ପୂର୍ବ ଲଦାଖର ଏଲଏସି ଅଂଚଳରେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ଉଭୟ ଦେଶର ସେନା । ଉଭୟ ପକ୍ଷ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ସହିତ ଭାରୀ ଯୁଦ୍ଧାସ୍ତ୍ର ନିୟୋଜିତ କରିଛନ୍ତି । ହେଲେ ଗତ କିଛିଦିନ ହେଲା ଚୀନ ପକ୍ଷରୁ ନିୟନ୍ତ୍ରଣ ରେଖାଠାରୁ ୨୦ କିଲୋମିଟର ଦୂରରେ ଟ୍ୟାଙ୍କ ସହିତ ଅଧିକ ସଂଖ୍ୟାରେ ସେନାକନକ ବ୍ୟୁରୋ : ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପରିସ୍ଥିତି ଗମ୍ଭୀର ରହିଛି । କାରଣ ପୂର୍ବ ଲଦାଖର ଏଲଏସି ଅଂଚଳରେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ଉଭୟ ଦେଶର ସେନା ।

ଉଭୟ ପକ୍ଷ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ସହିତ ଭାରୀ ଯୁଦ୍ଧାସ୍ତ୍ର ନିୟୋଜିତ କରିଛନ୍ତି । ହେଲେ ଗତ କିଛିଦିନ ହେଲା ଚୀନ ପକ୍ଷରୁ ନିୟନ୍ତ୍ରଣ ରେଖାଠାରୁ ୨୦ କିଲୋମିଟର ଦୂରରେ ଟ୍ୟାଙ୍କ ସହିତ ଅଧିକ ସଂଖ୍ୟାରେ ସେନା ମୁତୟନ କରାଯାଉଛି । ଏପଟେ ମୁକାବିଲା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଭାରତ ପକ୍ଷରୁ ଏହି ଅଂଚଳକୁ ଅଧିକ ସଂଖ୍ୟାରେ ସେନା ଓ ଟ୍ୟାଙ୍କ ପଠାଯାଇଛି । ତେବେ କେମିତି ଅଛି ସୀମାରେ ସମରସଜ୍ଜା, ଦେଖିବା ଆକାଶ ମାର୍ଗରୁ ଏହାର ସାଟେଲାଇଟ ଚିତ୍ର ।

ଏବଂ ବୁଝିବାକୁ ଚେଷ୍ଟା କରିବା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏକାଧିକ ପୋଷ୍ଟକୁ ଭାରତୀୟ ସେନା କବଜା କରିନେବା ପରେ କିଭଳି ସ୍ଥିତିରେ ରହିଛି ଭାରତ । ମୁତୟନ କରାଯାଉଛି । ଏପଟେ ମୁକାବିଲା ପାଇଁ ଭାରତ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଭାରତ ପକ୍ଷରୁ ଏହି ଅଂଚଳକୁ ଅଧିକ ସଂଖ୍ୟାରେ ସେନା ଓ ଟ୍ୟାଙ୍କ ପଠାଯାଇଛି ।