ଆଳୁ ଟ୍ରକକୁ ଗୋଡାଇ ଧରିଲା ପଶ୍ଚିମବଙ୍ଗ ପୋଲିସ ; ଓଡିଶା ସୀମାରୁ ଫେରିଗଲା ଆଳୁ

ଆଳୁ ଟ୍ରକକୁ ଗୋଡାଇ ଧରିଲା ପଶ୍ଚିମବଙ୍ଗ ପୋଲିସ ; ଓଡିଶା ସୀମାରୁ ଫେରିଗଲା ଆଳୁ

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆସୁଥିବା ବେଳେ ଗାଡ଼ିକୁ ଗୋଡେଇ ଧରିଲା ପଶ୍ଚିମବଙ୍ଗ ପୋଲିସ। ବିଳମ୍ବିତ ରାତିରେ ଗୋମୁଣ୍ଡା - ବାଲିମ ରାସ୍ତା ଦେଇ ଓଡ଼ିଶାକୁ ଆଳୁ ଆସୁଥିଲା । ଖବର ପାଇ ଆଳୁ ଗାଡିକୁ ପଶ୍ଚିମବଙ୍ଗ ପୋଲିସ ଗୋଡ଼ାଇ ଥିଲା । ଫଳରେ ଆଳୁ ଗାଡିଟି ଓଡ଼ିଶା ଭିତରକୁ ପ୍ରେବଶ କରିବାର ପାଞ୍ଚସହ ମିଟର ଲୈଲାଣପୁର ନିକଟରେ ରାସ୍ତାର ପାଶ୍ୱର୍ରେ ଭାରସାମ୍ୟ ହରାଇ ପଶିଯାଇଥିଲା । ପଶ୍ଚିମବଙ୍ଗ ପୋଲିସ ଗାଡିକୁ ଜବତ କରିବା ସହ ଗାଡି ରେ ଥିବା ଆଳୁ ସବୁ ଅନଲୋଡ କରି ପୁଣି ଫେରାଇନେବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe