କନକ ବ୍ୟୁରୋ: ରାଜ୍ୟରେ ବଡୁଛି ଥଣ୍ଡା । ୧୫ ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ୧୧ ,୨ ଡିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ରହିଛି । ଫୁଲବାଣୀ ଓ ଦାରିଙ୍ଗିବାଡିରେ ତାପମାତ୍ରା ୧୨ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ତାପମାତ୍ରା ୧୮.୧ ଡିଗ୍ରୀ ଓ କଟକରେ ୧୬ ଡିଗ୍ରୀ ରହିଛି । ଫୁଲବାଣୀ ଓ ଦାରିଙ୍ଗିବାଡିରେ ଘନ କୁହୁଡି ଦେଖାଦେଇଛି । ସେହିଭଳି ଭବାନୀପାଟଣା, ସୋନପୁର ଓ କୋରାପୁଟରେ ହାଲୁକା କୁହୁଡି ଦେଖାଦେଇଛି ।
ଖସୁଛି ପାରଦ, ବଢୁଛି ଥଣ୍ଡା: ରାଜ୍ୟରେ ୧୪ ଡିଗ୍ରୀ ତଳେ ୧୫ ସହର; ସୋନପୁର ସବୁଠାରୁ ଥଣ୍ଡା ସହର
/kanak/media/post_attachments/wp-content/uploads/2020/11/9-29.jpg)