କନକ ବ୍ୟୁରୋ: ଆଜି ସକାଳ ସାଢେ ୮ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ଥିଲା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ:
ପାରାଦୀପ: ୩୧.୨ଡିଗ୍ରୀ ସେଲସିଅସ୍
ଚାନ୍ଦବାଲି: ୩୧.୨ ଡିଗ୍ରୀ ସେଲସିଅସ୍
ଭୁବନେଶ୍ୱର: ୩୦.୨ ଡିଗ୍ରୀ ସେଲସିଅସ୍
ବାଲେଶ୍ୱର: ୩୦.୨ ଡିଗ୍ରୀ ସେଲସିଅସ୍
ପୁରୀ: ୩୦.୨ ଡିଗ୍ରୀ ସେଲସିଅସ୍

Advertisment

publive-image
ଝାରସୁଗୁଡା: ୨୯.୮ ଡିଗ୍ରୀ ସେଲସିଅସ୍
ରାଉରକେଲା: ୨୯.୬ ଡିଗ୍ରୀ ସେଲସିଅସ୍
ଗୋପାଳପୁର: ୨୮.୬ ଡିଗ୍ରୀ ସେଲସିଅସ୍
କେନ୍ଦୁଝର: ୨୮.୪ ଡିଗ୍ରୀ ସେଲସିଅସ୍
ସମ୍ବଲପୁର: ୨୮.୪ ଡିଗ୍ରୀ ସେଲସିଅସ୍
ହୀରାକୁଦ: ୨୭.୬ ଡିଗ୍ରୀ ସେଲସିଅସ୍