କନକ ବ୍ୟୁରୋ : ଷାଠିଏ ପଉଟି ଭୋଗ ପ୍ରତିଦିନ ଭୋଗ ଖାଏ ଜଗା । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବାର ବ୍ୟବସ୍ଥା ରହିଛି । ଠା ପଡିବା ପରେ ସୁଆରମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଭୋଗ ନେଇ ଥାଆନ୍ତି । ଏହାପରେ ଗର୍ଭଗୃହରେ ପୂଜାପଣ୍ଡା ଶ୍ରୀଜିଉଙ୍କୁ ଲାଗିକରନ୍ତି ଭୋଗ । ତେବେ ଜଗାର ଅତିପ୍ରିୟ ପଖାଳ । ତେଣୁ ନିତିଦିନ ଏହାକୁ ନଖାଇଲେ ତାକୁ ବି ନିଦ ଆସେ ନାହିଁ । ଜାଣନ୍ତୁ ଏହି ଭୋଗ ସମ୍ପର୍କରେ କିଛି ତଥ୍ୟ...
/kanak/media/post_attachments/wp-content/uploads/2019/06/Who-is-lord-Jagannath-800x400.jpg)
/kanak/media/post_attachments/wp-content/uploads/2019/06/Festivals-of-Lord-Jagannath-800x400.jpg)