ରାଉରକେଲାରେ ପାଣି ପାଇଁ ହାହାକାର

Advertisment
ରାଉରକେଲାରେ ପାଣି ପାଇଁ ହାହାକାର

ରାଉରକେଲା ବ୍ୟୁରୋ,କନକ ନ୍ୟୁଜ୍ : ଦେଶର ସ୍ମାର୍ଟ ସିଟିରେ ସ୍ଥାନ ପାଇଥିବା ରାଉରକେଲାରେ ପାଣି ପାଇଁ ହାହାକାର । ପୁଣି ଆରଏସପି ଅଧିନରେ ସେକ୍ଟର ୧୬ ପିଏଚ କଲୋନୀରେ ରହୁଥିବା ଲୋକେ ମୌଳିକ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଏଠାକାର ଲୋକ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ହେଲେ ଏମାନଙ୍କ କଥା ପ୍ରଶାସନ କି ଆରଏସପି କର୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe