କୋଲକାତା ବିମାନବନ୍ଦରରେ ଲହଡି ଭାଙ୍ଗୁଛି ପାଣି । ବିମାନ ଯାତ୍ରା ପ୍ରଭାବିତ

Advertisment
କୋଲକାତା ବିମାନବନ୍ଦରରେ ଲହଡି ଭାଙ୍ଗୁଛି ପାଣି । ବିମାନ ଯାତ୍ରା ପ୍ରଭାବିତ

କନକ ବ୍ୟୁରୋ : କୋଲକାତା ବିମାନବନ୍ଦରରେ ଲହଡି ଭାଙ୍ଗୁଛି ପାଣି । ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁ ବିମାନ ଯାତ୍ରା ପ୍ରଭାବିତ । ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ପ୍ରବଳ ପାଣି ଜମିବା ଫଳରେ ବିମାନ ଉଡାଣ ବାତିଲ ହୋଇଛି ।

ଆଜି ସକାଳୁ ପ୍ରବଳ ବର୍ଷା ପରେ ବିମାନବନ୍ଦର ଭିତରେ ପାଣି ପ୍ରବେଶ କରିଥିଲା । ଫଳରେ ବିମାନବନ୍ଦରର ରନୱେରେ ପାଣି ଲହଡି ଭାଙ୍ଗିଥିଲା । ଯେଉଁଥିପାଇଁ ରନୱେରେ ବିମାନ ଲ୍ୟାଣ୍ଡିଂ ଓ ଟେକ ଅଫ୍ ବନ୍ଦ ରହିଛି । ବିମାନବନ୍ଦରରେ ପାଣି ପଶିବା ଫଳରେ ଏୟାରଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଓ ସ୍ପାଇସଜେଟ୍ ବିମାନ ଟେକ ଅଫ କରିପାରିନି । ବିମାନ ଉଡାଣ ନ ହେବା ଯୋଗୁ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe