ଚାଷୀଙ୍କୁ ମିଳୁନି ପାଣି : ନିର୍ମାଣାଧିନ ଜଳ ସେଚନ ପ୍ରକଳ୍ପର ହେଉନି ଉପଯୁକ୍ତ ରକ୍ଷଣାବେକ୍ଷଣ

ଚାଷୀଙ୍କୁ ମିଳୁନି ପାଣି : ନିର୍ମାଣାଧିନ ଜଳ ସେଚନ ପ୍ରକଳ୍ପର ହେଉନି ଉପଯୁକ୍ତ ରକ୍ଷଣାବେକ୍ଷଣ

କନକ ବ୍ୟୁରୋ : ଚାଷୀଙ୍କୁ ନେଇ ସବୁବେଳେ ରାଜ୍ୟ ଠାରୁ ଆମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ରାଜନୀତି ସରଗରମ ରହୁଛି । କିନ୍ତୁ ନିର୍ମାଣାଧିନ ଜଳ ସେଚନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅଯଥାରେ ପାଣି ନଷ୍ଟ ହୋଇ ଚାଷ ସମୟରେ ଚାଷୀକୁ ପାଣି ମିଳୁନି । ଫଳରେ ଠିକ୍ ଭାବେ ଚାଷ ଜମିକୁ ଜଳସେଚନ ହୋଇପାରୁନଥିବା ଅଭିଯୋଗ ହୋଇଛିି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ।

ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe