କନକ ବ୍ୟୁରୋ : ଚାଷୀଙ୍କୁ ନେଇ ସବୁବେଳେ ରାଜ୍ୟ ଠାରୁ ଆମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ରାଜନୀତି ସରଗରମ ରହୁଛି । କିନ୍ତୁ ନିର୍ମାଣାଧିନ ଜଳ ସେଚନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅଯଥାରେ ପାଣି ନଷ୍ଟ ହୋଇ ଚାଷ ସମୟରେ ଚାଷୀକୁ ପାଣି ମିଳୁନି । ଫଳରେ ଠିକ୍ ଭାବେ ଚାଷ ଜମିକୁ ଜଳସେଚନ ହୋଇପାରୁନଥିବା ଅଭିଯୋଗ ହୋଇଛିି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/irrigation.jpg)