କୋର୍ଟରେ ହାଜର ରାଜସ୍ଥାନରୁ ଗିରଫ ପାକିସ୍ତାନୀ ଗୁପ୍ତଚର : ୩ମାସରେ ୭ଥର ଯାଇଥିଲା ଶତ୍ରୁଦେଶ

Advertisment

ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ସକୁର ଖାନ୍‌

Updated On

ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ସକୁର ଖାନ୍‌

ଅଦ୍ୟତନ ହୋଇଛି
Gupta char

କନକ ବ୍ୟୁରୋ : ରାଜସ୍ଥାନରୁ ପୁଣି ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ । ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତଚରର ସମ୍ପର୍କ ଜଣେ କଂଗ୍ରେସ ନେତାଙ୍କ ସହ ରହିଛି । ସୂଚନା ଅନୁସାରେ ଗିରଫ ଗୁପ୍ତଚର ଜଣେ ସରକାରୀ କର୍ମଚାରୀ ଓ ରାଜସ୍ଥାନର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିସାରିଛି । 

ରାଜସ୍ଥାନରୁ ପାକିସ୍ତାନୀ ଗୁପ୍ତଚର ଗିରଫ
-ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ସକୁର ଖାନ୍‌
-ମୋଟା ଅଙ୍କର ଅର୍ଥ ନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସୂଚନା ଦେଉଥିଲା 
-ମେ’୨୮ରେ ତାକୁ ହାଜତକୁ ନେଇଥିଲା ରାଜସ୍ଥାନ ପୁଲିସ
-ଜେରା ସମୟରେ ପାକିସ୍ତାନ ସହ ସମ୍ପର୍କ ଥିବା ନେଇ ସ୍ବୀକାର କରିଛି
-ଗତ କିଛି ମାସ ଭିତରେ ୭ ଥର ପାକିସ୍ତାନ ଯାଇଛି 
-ଅପରେସନ୍‌ ସିନ୍ଦୂର ବାବଦରେ ପାକିସ୍ତାନକୁ ସୂଚନା ଦେଉଥିଲା 
-ରାଜସ୍ଥାନରେ ଥିବା ସେନା ଶିବିରର ତଥ୍ୟ ଦେଉଥିଲା
-ସକୁର ଉପରେ କିଛି ଦିନ ହେବ ରାଜସ୍ଥାନ ପୁଷ୍କର ସ୍ପେଶାଲ ସ୍ବାର୍ଡ ନଜର ରଖିଥିଲା 
-ପାକିସ୍ତାନ ଦୂତାବାସର ଅଧିକାରୀ ଦାନିଶ ଓ ଅହସାନ ସହ ସମ୍ପର୍କରେ ଥିଲା
-ପାକିସ୍ତାନ ଯିବା ପାଇଁ ଏମାନଙ୍କଠୁ ଭିସା ସହଜରେ ପାଇଥିଲା
-ବାରମ୍ବାର ପାକିସ୍ତାନ ଦୂତାବାସ ଯାଉଥିଲା
-ବଡ଼ବଡ଼ ପାକ୍‌ ଅଧିକାରୀଙ୍କ ସହ ଉଠାବସା ଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe