କନକ ବ୍ୟୁରୋ : ଭୟଙ୍କର ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ଆାମେରିକାର ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍ପର ଜୋରଦାର ଆକ୍ରମଣ କରିଛନ୍ତି । ଇସ୍ରାଏଲ ପକ୍ଷରୁ ଇରାନ ମିଲିଟାରୀ ବେସକୁ ଟାର୍ଗେଟ କରି ଆଜି ଆକ୍ରମଣ କରିଛି । ଇରାନର କ୍ଷେପଣାସ୍ତ୍ର ଲଞ୍ଚ ପ୍ୟାଡକୁ ମିସାଇଲ ମାଡ଼ କରିଛି । ୧୯୭୯ ପରେ ଇସଲାମିକ ଦେଶ ଉପରେ ସବୁଠୁ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଆମେରିକା ୩୦ ହଜାର ପାଉଣ୍ଡ ବଙ୍କର ବ୍ଲଷ୍ଟର ବୋମା ଦ୍ବାରା ଇରାନର ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ ପରେ ଯୁଦ୍ଧ ତେଜିବାରେ ଲାଗିଛି । ମଧ୍ୟପ୍ରଚ୍ୟରେ ଥିବା ଆମେରିକାର ବେସ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ଇରାନ । ଏନେଇ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଖାମେନି ଆମେରିକାକୁ ଚେତାବନୀ ଦେଇଛନ୍ତି । ଖାମେନି କହିଛନ୍ତ, ଇସ୍ରାଏଲ ବଡ଼ ଭୁଲ କରିଛି ଏଥିପାଇଁ ଇସ୍ରାଇଲକୁ ଦଣ୍ଡ ମିଳୁଛି । ଆଗକୁ ମଧ୍ୟ ଦଣ୍ଡ ମିଳିବ ।
ଭୟଙ୍କର ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ
ଆାମେରିକାର ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ଜୋରଦାର ଆକ୍ରମଣ
ଇସ୍ରାଏଲ ଇରାନ ମିଲିଟାରୀ ବେସକୁ ଟାର୍ଗେଟ କରି କରିଛି ଆକ୍ରମଣ
ଇରାନର କ୍ଷେପଣାସ୍ତ୍ର ଲଞ୍ଚ ପ୍ୟାଡକୁ ମିସାଇଲ ମାଡ଼ କରିଛି ଇସ୍ରାଏଲ
୧୯୭୯ ପରେ ଇସଲାମିକ ଦେଶ ଉପରେ ସବୁଠୁ ବଡ଼ ଆକ୍ରମଣ କରିଛି ଇସ୍ରାଏଲ
ଇରାନର ପରମାଣୁ କେନ୍ଦ୍ର ୩୦ ହଜାର ପାଉଣ୍ଡ ବଙ୍କର ବ୍ଲଷ୍ଟର ବୋମା ଦ୍ବାରା ଆମେରିକା ଆକ୍ରମଣ କରିଛି
ଆମେରିକାର ଏଣ୍ଟ୍ରି ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତେଜିଛି
ମଧ୍ୟପ୍ରଚ୍ୟରେ ଥିବା ଆମେରିକାର ବେସ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ଇରାନ
ଏନେଇ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଖାମେନି ଆମେରିକାକୁ ଚେତାବନୀ ଦେଇଛନ୍ତି
ଖାମେନି କହିଛନ୍ତ ଇସ୍ରାଏଲ ବଡ଼ ଭୁଲ କରିଛି ଏଥିପାଇଁ ଇସ୍ରାଇଲକୁ ଦଣ୍ଡ ମିଳୁଛି
ଆଗକୁ ମଧ୍ୟ ଦଣ୍ଡ ମିଳିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/06/23/misile-2025-06-23-08-38-10.jpg)