ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏମ୍‌ସରେ ଭର୍ତ୍ତି

Advertisment
ଶୋକବାର୍ତା ରଖୁଥିବା ବେଳେ କାହିଁକି କାନ୍ଦିପକାଇଲେ ଉପରାଷ୍ଟ୍ରପତି ?ଜାଣନ୍ତୁ କଣ ଥିଲା ଘଟଣା

source-http://www.india.com

କନକ ବ୍ୟୁରୋ :  ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁଙ୍କୁ ଆଜି ଦିଲ୍ଲୀର ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଛି। ଉପରାଷ୍ଟ୍ରପତି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଇଥିଲେ ଏବଂ ଡାକ୍ତରମାନେ ତାଙ୍କୁ ଗୋଟିଏ ଦିନ ହସ୍ପିଟାଲ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ତାଙ୍କ ଜନସଂପର୍କ ଅଧିକାରୀ କହିଛନ୍ତି। ନାଇଡୁ ରବିବାର ଦିନ ହସ୍ପିଟାଲ୍‌ରୁ ଡିସଚାର୍ଜ ହେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe