କନକ ବ୍ୟୁରୋ :
ଜାଲ ଭୋଟକୁ ନେଇ ଉତ୍ତେଜନା । ଭୋଟରଙ୍କ ବଦଳରେ ଅନ୍ୟଜଣେ ଭୋଟ୍ ଦେଇଥିବା ଅଭିଯୋଗ । #MunicipalElection2022 #ElectionWithKanakNews #Odisha
ଇଭିଏମରେ ତ୍ରୁଟି ଯୋଗୁଁ ଅଟକିଗଲା ଭୋଟ୍: ଉମରକୋଟର ନିର୍ଦ୍ଦିଷ୍ଟ ବୁଥର ଇଭିଏମରେ ନବରଙ୍ଗପୁର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାଁhttps://t.co/wrrHhCOlht#MunicipalElection2022 #ElectionWithKanakNews #Odisha pic.twitter.com/FtHRhWhFvc
— Kanak News (@kanak_news) March 24, 2022
ନବରଙ୍ଗପୁର ନିର୍ବାଚନ ପରିଚାଳନାରେ ସାଙ୍ଘାତିକ ତ୍ରୁଟି । ଇଭିଏମ ମେସିନରେ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ବଦଳରେ ଦେଖାଗଲା ନବରଙ୍ଗପୁର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ । ଉମରକୋଟ ପୌର ପରିଷଦ ଆଠ ନମ୍ୱର୍ ୱାର୍ଡ଼ ଅନ୍ତର୍ଗତ ଚଉଦ ନମ୍ୱର୍ ବୁଥରୁ ଆସିଛି ଏହି ଅଭିଯୋଗ ।
ଜାଲ୍ ଭୋଟକୁ ନେଇ ଉତ୍ତେଜନା । ଭୋଟରଙ୍କ ବଦଳରେ ଅନ୍ୟଜଣେ ଭୋଟ୍ ଦେଇଥିବା ଅଭିଯୋଗ । https://t.co/iPc8mjXmgN#MunicipalElection2022 #ElectionWithKanakNews #Odisha pic.twitter.com/d7AlbQAKHW
— Kanak News (@kanak_news) March 24, 2022
ଜାଲ ଭୋଟକୁ ନେଇ ଉତ୍ତେଜନା । ଭୋଟରଙ୍କ ବଦଳରେ ଅନ୍ୟଜଣେ ଭୋଟ୍ ଦେଇଥିବା ଅଭିଯୋଗ । ୧୫ରୁ ଅଧିକ ଭୋଟ୍ ଜାଲ ହୋଇଥିବା ଅଭିଯୋଗ । ଜୟପୁର ୨୬ ନମ୍ବର ୱାର୍ଡରେ ଜାଲ୍ ଭୋଟକୁ ନେଇ ଉତ୍ତେଜନା #MunicipalElection2022 #ElectionWithKanakNews #Odisha
ବୁଥ ରିଗିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଛୁରାମାଡରେ ଜଣେ ଯୁବକ ଗୁରୁତର #MunicipalElection2022 #ElectionWithKanakNews #Odisha
ଧାମନଗର ଏନଏସି ୯ ନମ୍ବର ବୁଥ୍ ରିଗିଂ ଅଭିଯୋଗ । ବୁଥ୍ ରିଗିଂକୁ କେନ୍ଦ୍ର କରି ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ଛୁରାମାଡରେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଗୁରୁତର । ଗୁରୁତର ଯୁବକଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି । ବୁଥ୍ ରିଗିଂକୁ ନେଇ ଛୁରାମାଡ ପରେ ଉତ୍ତେଜନା ।
ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜ୍ୟରେ ୩୨ ପ୍ରତିଶତ ମତଦାନ । ୩ ମହାନଗର ନିଗମରେ ୧୨ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ । ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର । ଦିନ ବଢିବା ସହ ବଢୁଛି ମତଦାନ ହାର । ମାତ୍ର ତିନି ମହାନଗର ନିଗମରେ ମତଦାନ ହାର କମ୍ ରହିଛି । ସବୁଠି ସୁରୁଖୁରୁରେ ଚାଲିଛି ମତଦାନ । ଇଭିଏମ୍ ସମସ୍ୟା ସମାଧାନ ପରେ ଚାଲିଛି ଭୋଟିଂ । କୌଣସି ଠାରେ ହିସାକାଣ୍ଡ ହୋଇନଥିବା ସୂଚନା ।
ମାଉସୀ ଚାଲିବୁଲି ପାରୁନାହାନ୍ତି ବୋଲି ଅଣ୍ଟାରେ ପିନ୍ଧିଛନ୍ତି ବେଲ୍ଟ, ବୃଦ୍ଧା ଭୋଟରଙ୍କୁ କଷ୍ଟ ହେଉପଛେ, ନେତା-କର୍ମୀଙ୍କୁ ଦରକାର ରେଜଲ୍ଟ । https://t.co/8HPJ4nCbYk#MunicipalElection2022 #ElectionWithKanakNews #Odisha pic.twitter.com/QPAGFgHgtH
— Kanak News (@kanak_news) March 24, 2022
ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ #MunicipalElection2022 #ElectionWithKanakNews #Odisha
ଖୋର୍ଦ୍ଧାରେ ଦିନ ୧୧ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ #MunicipalElection2022 #ElectionWithKanakNews #Odisha pic.twitter.com/InQbXDHwCK
— Kanak News (@kanak_news) March 24, 2022
ଭୋଟ ଦେଲେ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ : ସୁଲୋଚନା ଦାସ, ସୁନୀତି ମୁଣ୍ଡ ଓ ମଧୁସ୍ମିତା ଆଚାର୍ଯ୍ୟଙ୍କ ଭୋଟ ଗ୍ରହଣ https://t.co/yRGGvmSdbE#MunicipalElection2022 #ElectionWithKanakNews #Odisha pic.twitter.com/maGmTggu1d
— Kanak News (@kanak_news) March 24, 2022
ଭୋଟ୍ ପରେ ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ । କହିଲେ, ପ୍ରତିଟି ଭୋଟ୍ ମୂଲ୍ୟବାନ ।
ପୌର ନିର୍ବାଚନ: ଲାଇନରେ ଛିଡ଼ା ହେଇ ଭୋଟ୍ ଦେଲେ 5-T ସଚିବ ଭି.କେ ପାଣ୍ଡିଆନ୍ । https://t.co/Mz8wt9IwpJ#MunicipalElection2022 #ElectionWithKanakNews #Odisha #VKPandian pic.twitter.com/Lt91WbHFUC
— Kanak News (@kanak_news) March 24, 2022
ପୌର ନିର୍ବାଚନ : ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ।
#ଭୋଟ୍_ଦେଲେ_୫ଟି_ସଚିବ
ଧାଡ଼ିରେ ଛିଡ଼ା ହେଲେ । ଭୋଟ୍ ଦେଲେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ #MunicipalElection2022 #ElectionWithKanakNews #Odisha pic.twitter.com/ZOSGR1xiUe— Kanak News (@kanak_news) March 24, 2022
ଧାଡ଼ିରେ ଛିଡ଼ା ହେଲେ । ଭୋଟ୍ ଦେଲେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍
ପୌର ନିର୍ବାଚନ : ମତଦାନ ପାଇଁ ଭୋଟର ଆଗ୍ରହୀ । ବିଭିନ୍ନ ବୁଥ ସାମ୍ନାରେ ଭୋଟରଙ୍କ ଲାଗିଛି ଲମ୍ବାଧାଡି ।
ଇଭିଏମ୍ ଅଚଳ : ଭୋଟିଂ ବାଧାପ୍ରାପ୍ତ
ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ୍ । ମାଲକାନଗିରି ପୌର ପରିଷଦ ଦୁର୍ଗାଗୁଡି ସାହିରେ ଇଭିଏମ୍ ଅଚଳ । ୭ନମ୍ବର ୱାର୍ଡର ବୁଥ ନମ୍ବର ୮ରେ ଇଭିଏମରେ ସମସ୍ୟା । ଇଭିଏମ୍ ସମସ୍ୟା ଯୋଗୁଁ କିଛି ସ୍ଥାନରେ ମତଦାନ ବିଳମ୍ବିତ ।
ଭୁବନେଶ୍ୱର ଡିଏଭି ପୋଖରୀପୁଟ ବୁଥ୍ ନଂ ୬୪୭ରେ ଭୋଟିଂ ବାଧାପ୍ରାପ୍ତ । କିଛି ସମୟ ହେଲା ଇଭିଏମ୍ କାମ କରୁନଥିବା ସୂଚନା । କ୍ୟାପିଟାଲ ହାଇସ୍କୁଲରେ ଇଭିଏମ୍ ସମସ୍ୟା, ଭୋଟର ଅସନ୍ତୁଷ୍ଟ । ବୁଥ ନଂ. ୪୦୮ରେ ଇଭିଏମ୍ ଖରାପ ଯୋଗୁଁ ମତଦାନ ବିଳମ୍ବିତ ।
ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ୍ ଗ୍ରହଣ । ରାଜ୍ୟର ୩ଟି ମହାନଗର ନିଗମ, ୫୯ ଏନଏସି ଓ ୪୭ଟି ପୌରାଞ୍ଚଳରେ ସକାଳ ୮ଟାରୁ ସଂଧ୍ୟା ୫ ଯାଏଁ ମତଦାନ । ଶାନ୍ତିଶୃଙ୍ଖଳାର ପାଇଁ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।
ପୌର ନିର୍ବାଚନ : ମୁଖ୍ୟମନ୍ତ୍ରୀ ଦେବେ ଭୋଟ୍ । ସକାଳ ୯ଟାରେ ୫୩ନମ୍ବର ୱାର୍ଡରେ ଭୋଟ୍ ଦେବେ ମୁଖ୍ୟମନ୍ତ୍ରୀ । #KanakNews #MunicipalElection2022 #ElectionWithKanakNews #Odisha pic.twitter.com/oIudyaVExQ
— Kanak News (@kanak_news) March 24, 2022
ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗ୍ରହଣ : ରାଜ୍ୟର ୫୯ ଏନଏସି, ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ଭୋଟhttps://t.co/h3AFOSdwDG #MunicipalElection2022 #ElectionWithKanakNews #Odisha pic.twitter.com/gaHtoFE6K8
— Kanak News (@kanak_news) March 24, 2022
#ବୁଥରେ_କେମିତି_ରହିଛି_ବ୍ୟବସ୍ଥା ?
ଭୋଟ୍ ଦେବ ଭୁବନେଶ୍ୱର । ପୌରାଞ୍ଚଳ ପାଇଁ ସକାଳ ୮ ଟାରୁ ପଡ଼ିବ ଭୋଟ୍ ,ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ #MunicipalElection2022 #ElectionWithKanakNews #Odisha pic.twitter.com/7sBZooLfN1— Kanak News (@kanak_news) March 24, 2022
#କଟକର_ଏହି_ବୁଥରେ_ହେବ_ଭୋଟିଂ
କଟକର ଏହି ସମ୍ବେଦନଶୀଳ ବୁଥରେ ହେବ ଭୋଟିଂ । ଇଭିଏମ୍ ରେଡି , ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପୁଲିସ୍ ପ୍ରଶାସନ #MunicipalElection2022 #ElectionWithKanakNews #Odisha pic.twitter.com/9BNKMdsqso— Kanak News (@kanak_news) March 24, 2022
#ଆଜି_ପଡ଼ିବ_ପୌରାଞ୍ଚଳ_ଭୋଟ୍
ଆଜି ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ପଡ଼ିବ ଭୋଟ୍ । ୩ ଟି ମହାନଗର ନିଗମ , ୧୦୬ ଟି ପୌରପରିଷଦ ପାଇଁ ହେବ ନିର୍ବାଚନ , ସକାଳ ୮ ଟାରୁ ଭୋଟ୍ ଗ୍ରହଣ ହୋଇ ସଂନ୍ଧ୍ୟା ୫ ଟା ଯାଏଁ ଚାଲିବ ଭୋଟିଂ #MunicipalElection2022 #ElectionWithKanakNews #Odisha pic.twitter.com/9AHzNPpBWV— Kanak News (@kanak_news) March 24, 2022