ଗଞ୍ଜାମରେ ଭିକେ ପାଣ୍ଡିଆନ୍ । ସେରଗଡରେ କଲେ ବିଶାଳ ରୋଡ ସୋ’ ।

Advertisment
ଗଞ୍ଜାମରେ ଭିକେ ପାଣ୍ଡିଆନ୍ । ସେରଗଡରେ କଲେ ବିଶାଳ ରୋଡ ସୋ’ ।

କନକ ବ୍ୟୁରୋ: ଆଜି ଗଞ୍ଜାମରେ ମାରାଥନ୍ ପ୍ରଚାର କରିବେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ସେରଗଡରୁ ଆରମ୍ଭ କରିଛନ୍ତି ପ୍ରଚାର । ଏଠାରେ ଏକ ବଡ ରୋଡ ସୋ କରିଛନ୍ତି ପାଣ୍ଡିଆନ୍ । ସେରଗଡ ଜନତା ପାଣ୍ଡିଆନଙ୍କୁ ସ୍ୱାଗତ କରିଛନ୍ତି । ସମର୍ଥକଙ୍କ ସହ କିଛି ବାଟ ଚାଲି ଚାଲି ଯିବା ପରେ କାରରେ ରୋଡ ସୋ କରିଥିଲେ । ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରାର୍ଥୀ, ଭୋଟରଙ୍କ ଠାରୁ ଆରମ୍ଭ କରି ମହିଳା ବୟସ୍କ ସମସ୍ତଙ୍କ ପାଖରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe