ଉମରକୋଟରେ ଭିକେ ପାଣ୍ଡିଆନ୍ । ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ୍ ଅପିଲ ।

Advertisment
ଉମରକୋଟରେ ଭିକେ ପାଣ୍ଡିଆନ୍ । ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଭୋଟ୍ ଅପିଲ ।

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ପାଇଁ ନବରଙ୍ଗପୁର ଗସ୍ତରେ ବିଜେଡି ନେତା ଭି.କେ ପାଣ୍ଡିଆନ । ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୪ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପାଣ୍ଡିଆନ । ପ୍ରଥମେ ଉମରକୋଟ ମୁନିସିପାଲଟି ଏବଂ ଝରିଗାଁ ବ୍ଲକ ଧଡରା ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ ଭି. କେ ପାଣ୍ଡିଆନ । ପରେ ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଠାରେ ନିର୍ବାଚନ ସଭରେ ଯୋଗଦେବା ସହିତ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe