କୋରାପୁଟ ଗସ୍ତରେ ଭିକେ ପାଣ୍ଡିଆନ୍ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କଲେ ଭୋଟ ଭିକ୍ଷା । 

Advertisment
 କୋରାପୁଟ ଗସ୍ତରେ ଭିକେ ପାଣ୍ଡିଆନ୍ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କଲେ ଭୋଟ ଭିକ୍ଷା । 

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ପାଇଁ କୋରାପୁଟ ଗସ୍ତରେ ବିଜେଡି ନେତା ଭିକେ ପାଣ୍ଡିଆନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଛନ୍ତି ପାଣ୍ଡିଆନ । ଏହି ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ସ÷ ଭିକେ ପାଣ୍ଡିଆନ ବୈଠକ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ବୈଠକରେ ଯୋଗଦେଇ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ସମୟରେ ଶ୍ରମିକ ମାନଙ୍କ ସହ ଭିଡ଼ିଓ କଲରେ କଥା ହୋଇଛନ୍ତି ଭିକେ ପାଣ୍ଡିଆନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe