ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର : କନକ ନ୍ୟୁଜରେ ସ୍ୱତନ୍ତ୍ର ସାକ୍ଷାତକାର ବେଳେ କହିଲେ ବିଶ୍ୱଭୂଷଣ ହରିଚନ୍ଦନ

ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର : କନକ ନ୍ୟୁଜରେ ସ୍ୱତନ୍ତ୍ର ସାକ୍ଷାତକାର ବେଳେ କହିଲେ ବିଶ୍ୱଭୂଷଣ ହରିଚନ୍ଦନ

କନକ ବ୍ୟୁରୋ : ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟସରକାର । ରତ୍ନ ଭଣ୍ଡାରରେ କ’ଣ ରହିଛି ଲୋକଙ୍କ ଭିତରେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ସନ୍ଦେହ ଦୂର କରାଯିବା ଦରକାର । କନକ ନ୍ୟୁଜ୍କୁ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଆଗକୁ ବିଶ୍ୱପ୍ରସଦ୍ଧ ଘୋଷଯାତ୍ରା ଥିବାବେଳେ ଛତିଶଗଡ଼ ରାଜ୍ୟପାଳଙ୍କ ଏପରି ପ୍ରତିକ୍ରିୟା ପୁଣି ରଥ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଉଜ୍ଜିବିତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe