ଭିସାଜ ୟୁନିସେକ୍ସ ସେଲୁନ୍ , ଉପଲବ୍ଧ ରହିଛି ହେୟାର ଏକ୍ସଟେନସନ, ହାଇଡ୍ରା ଫେସିଆଲ ଭଳି ସେବା।

1,833

କନକ ବ୍ୟୁରୋ: ସୌନ୍ଦର୍ଯ୍ୟ, ରୂପସଜ୍ଜା ଜଣେ ନାରୀ କିମ୍ବା ପୁରୁଷକୁ ଅଧିକ ସୁନ୍ଦର କରାଏ । ଆଜିକାଲି ତ ସମସ୍ତେ ଅନ୍ୟମାନଙ୍କ ଠାରୁ ଟିକେ ସୁନ୍ଦର ଦେଖାଯିବା ପାଇଁ ଅନେକ କିଛି କରୁଛନ୍ତି । ସମସ୍ତେ ଏଥିପାଇଁ ବେସ ସଚେତନ ମଧ୍ୟ । ତେବେ ଭୁବନେଶ୍ୱର ବରମୁଣ୍ଡାରେ ଥିବା ଭିସାଜ ୟୁନିସେକ୍ସ ସେଲନ ଗ୍ରାହକଙ୍କ ପ୍ରଥମ ପସନ୍ଦ ସାଜିଛି । ସେ ହେୟାର ଏକ୍ସଟେନସନ ହେଉ କି ହାଇଡ୍ରା ଫେସିଆଲ, ବିଭିନ୍ନ ପ୍ରକାର ଟ୍ରିଟେମେଣ୍ଟ ଉପଲବ୍ଧ ହେଉଛି । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହିସବୁ ସୁବିଧା ସେଲୁନରେ ଉପଲବ୍ଧ ରହିଛି । ତ୍ୱଚାର ଯତ୍ନଠାରୁ ନେଇ ଚୁଟିର ବିଭିନ୍ନ ସମସ୍ୟାର ସମାଧନ ରହିଛି ଭିସାଜ ସେଲୁନରେ । ଆଜିରେ ସମୟରେ ଦେଖାଦେଉଥିବା ସମସ୍ୟା ଭିତରେ ଗ୍ରାହକମାନେ ଏଠାକାର ସେବା ନେଇ ବେସ ଖୁସି ରହିଛନ୍ତି ।

୨୦୧୪ ମସିହାରେ ପ୍ରଥମ କରି ଭିସାଜ ୟୁନିସେକ୍ସ ସେଲୁନ ବରମୁଣ୍ଡାରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାର ୧୧ଟି ଆଉଟଲେଟ ବିଭିନ୍ନସ୍ଥାନରେ ଜାରିରହିଛି । ରାଜଧାନୀରେ ୭ଟି ବ୍ରାଞ୍ଚ ଥିବା ବେଳେ ଅନ୍ୟସ୍ଥାନରେ ଆଉ କିଛି ବ୍ରାଞ୍ଚ ରହିଛି । ଗ୍ରାହକଙ୍କ ଚାହିଦାକୁ ନେଇ ଏଠାରେ ସେହି ସମସ୍ତ ସୁବିଧାକୁ ଉପଲବ୍ଧ କରାଯାଇଛି । ଯୁବପିଢି ଯେଉଁଭଳି କାମ ନିଜ ଶରୀରରେ କରିବାକୁ ଚାହୁଁଛନ୍ତି ତାହା ଉପଲବ୍ଧ କରାଯାଇଛି । ବଡ କଥା ହେଉଛି ଏଠାରେ କିନ୍ନରମାନଙ୍କୁ ନିଯୁକ୍ତି ଦିଆଯାଇ ଆତ୍ମନିର୍ଭରଶୀଳ ମଧ୍ୟ କରାଯାଇପାରୁଛି । ଯେଉଁମାନେ ଆଗାମୀ ଦିନରେ ବ୍ୟୁଟିକେୟାରରେ ନିଜ କ୍ୟାରିୟର କରିବା ପାଇଁ ଇଚ୍ଛୁକ ଅଛନ୍ତି ସେମାନଙ୍କ ପାଇଁ ଭିସାଜ ବ୍ୟୁଟି ଏକାଡେମୀର ଗଠନ କରାଯାଇଛି । ଏଠାରେ ପ୍ରଫେନାଲ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଶିକ୍ଷାଦାନ ମଧ୍ୟ କରାଯାଉଛି ।

ଆପଣ ଚାହିଁଲେ ମଧ୍ୟ ଏଠାକୁ ଆସି ନିଜର ତ୍ୱଚା ଏବଂ ହେୟାରର ଯେକୌଣସି ଟ୍ରିଟମେଣ୍ଟ କରିପାରିବେ । ଏଠାରେ ଥିବା ଅତ୍ୟାଧୁନିକ ସେବା ତଥା ଶିକ୍ଷାବ୍ୟବସ୍ଥା ଯୁବପିଢିଙ୍କ ପାଇଁ ବେସ ପ୍ରଭାବଶାଳୀ । ତେବେ ଆଉ ଡେରି କାହିଁକି ଭିସାଜ ପାର୍ଲରକୁ ଆସି ଆପଣ ନିଜର ସୁନ୍ଦରତାକୁ ବଢାନ୍ତୁ ।