ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଓ କ୍ରିକେଟ ଷ୍ଟାର ବିରାଟ କୋହଲିଙ୍କ ଡ୍ୟାନସିଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡଓରେ ସୋନାକ୍ଷୀ ଓ ଭିରାଟ ସାରି କା ଫଲସା ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।ରୋହିତ ଶର୍ମାଙ୍କ ସଙ୍ଗୀତ ସେରିମନିରେ ଏହି ଷ୍ଟାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ବିରାଟ୍ ସୋନାକ୍ଷୀଙ୍କ ଡ୍ୟାନ୍ସିଂ ଭିଡିଓ
/kanak/media/post_attachments/wp-content/uploads/2016/04/dance.jpg)