ଭଦ୍ରକ ଧାମନଗରରେ ମତଦାନ ଆରମ୍ଭରୁ ଉତ୍ତେଜନା : ବାଲଟ ପେପର ଛଡାଇ ନେଇଗଲେ ଦୁର୍ବୃତ୍ତ

Advertisment
ଭଦ୍ରକ ଧାମନଗରରେ ମତଦାନ ଆରମ୍ଭରୁ ଉତ୍ତେଜନା : ବାଲଟ ପେପର ଛଡାଇ ନେଇଗଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଭଦ୍ରକ ଧାମନଗରରେ ମତଦାନ ଆରମ୍ଭରୁ ଉତ୍ତେଜନା । ଶାନ୍ତି ଶୃଙ୍ଖଳାରେ କିଛି ସମୟ ମତଦାନ ଚାଲିଥିବା ବେଳେ ଏବେ କଟସାହିର ୧ନଂ ବୁଥରେ ମତଦାନ ବନ୍ଦ ରହିଛି । ସୂଚନାନୁସାରେ, କିଛି ଦୁର୍ବୃତ୍ତ ବୁଥରୁ ବାଲଟ ପେପର ଛଡାଇ ନେଇଯାଇଛନ୍ତି । ଏଥି ସହିତ ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ ମାରିଥିବା ଅଭିଯୋଗ ହେଉଛି । ତେବେ ଘଟଣାସ୍ଥଳରୁ ପୋଲିସ ୨ଜଣଙ୍କୁ ଉଠାଇନେଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ମତଦାନ ବନ୍ଦ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe