ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା : କଂଗ୍ରେସ କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇଙ୍କ ମୃତ୍ୟୁ

Advertisment
ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା : କଂଗ୍ରେସ କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଇଙ୍କ ମୃତ୍ୟୁ

କନକ ବ୍ୟୁରୋ : ବ୍ରହ୍ମପୁରରେ ଦେଖାଦେଇଛି ନିର୍ବାଚନ ପରବର୍ତୀ ହିଂସା । କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ରୋହିଗାଁ ପଂଚାୟତର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭାଇ ଅଶୋକ ଜେନାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଶୋକ ଜେନା ଓ ଶ୍ରୀନିବାସ ସ୍ୱାଇଁଙ୍କ ଉପରେ ଗତକାଲି ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରତର ଭାବେ ଅଶୋକ ଜେନା ଓ ଶ୍ରୀନିବାସ ସ୍ୱାଇଁଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଅଶୋକ ଜେନାଙ୍କ ମୃତ୍ୟୁ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe