କନକ ବ୍ୟୁରୋ : ବ୍ରହ୍ମପୁରରେ ଦେଖାଦେଇଛି ନିର୍ବାଚନ ପରବର୍ତୀ ହିଂସା । କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ରୋହିଗାଁ ପଂଚାୟତର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭାଇ ଅଶୋକ ଜେନାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଶୋକ ଜେନା ଓ ଶ୍ରୀନିବାସ ସ୍ୱାଇଁଙ୍କ ଉପରେ ଗତକାଲି ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରତର ଭାବେ ଅଶୋକ ଜେନା ଓ ଶ୍ରୀନିବାସ ସ୍ୱାଇଁଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଅଶୋକ ଜେନାଙ୍କ ମୃତ୍ୟୁ ହୋଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-18-09h23m47s725.png)