ଭିମସାର ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ : ବ୍ଲଡ ବ୍ୟାଙ୍କ ଅଧିକାରୀ ନିଲମ୍ବିତ

Advertisment
ଭିମସାର ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ : ବ୍ଲଡ ବ୍ୟାଙ୍କ ଅଧିକାରୀ  ନିଲମ୍ବିତ

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ଭିମସାର ବୁର୍ଲା ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପଟ୍ଟନାୟକ ନିଲମ୍ବିତ । ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଓ ଦାୟିତ୍ୱହୀନତା ଯୋଗୁଁ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ଏହା ଛଡା ଲାବୋଟୋରି ଟାକ୍ନିସିଆନ ଓ ଡାଟା ଆଂଟ୍ରି ଅପରେଟରଙ୍କୁ କାମରୁ ବହିଷ୍କାର କରାଯାଇଛି । ବୁର୍ଲା ମେଡିକାଲରେ ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଦେଖା ଦେଇଥିବା ଅଭିଯୋଗ ଆସିଥିଲା । ଏନେଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe