ଭିମସାର ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ : ବ୍ଲଡ ବ୍ୟାଙ୍କ ଅଧିକାରୀ ନିଲମ୍ବିତ

10

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ଭିମସାର ବୁର୍ଲା ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପଟ୍ଟନାୟକ ନିଲମ୍ବିତ । ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଓ ଦାୟିତ୍ୱହୀନତା ଯୋଗୁଁ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ଏହା ଛଡା ଲାବୋଟୋରି ଟାକ୍ନିସିଆନ ଓ ଡାଟା ଆଂଟ୍ରି ଅପରେଟରଙ୍କୁ କାମରୁ ବହିଷ୍କାର କରାଯାଇଛି । ବୁର୍ଲା ମେଡିକାଲରେ ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଦେଖା ଦେଇଥିବା ଅଭିଯୋଗ ଆସିଥିଲା । ଏନେଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.