ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ଭିମସାର ବୁର୍ଲା ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପଟ୍ଟନାୟକ ନିଲମ୍ବିତ । ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଓ ଦାୟିତ୍ୱହୀନତା ଯୋଗୁଁ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ଏହା ଛଡା ଲାବୋଟୋରି ଟାକ୍ନିସିଆନ ଓ ଡାଟା ଆଂଟ୍ରି ଅପରେଟରଙ୍କୁ କାମରୁ ବହିଷ୍କାର କରାଯାଇଛି । ବୁର୍ଲା ମେଡିକାଲରେ ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଦେଖା ଦେଇଥିବା ଅଭିଯୋଗ ଆସିଥିଲା । ଏନେଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ସ୍ୱାସ୍ଥ୍ୟ ବିଭାଗ ।
ଭିମସାର ବ୍ଲଡ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ : ବ୍ଲଡ ବ୍ୟାଙ୍କ ଅଧିକାରୀ ନିଲମ୍ବିତ
/kanak/media/post_attachments/wp-content/uploads/2016/06/vlcsnap-2016-06-19-10h33m27s380.png)