କନକ ବ୍ୟୁରୋ : ରାଜଗାଙ୍ଗପୁର ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଭାଟାପଡ଼ା ସ୍ଥିତ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢଉ କରିଛି । ଏହି ଚଢାଉରେ ୨୦ ଜଣିଆ ଟିମ୍ ସାମିଲ ହୋଇଛନ୍ତି । ଏଥିରେ ୩ଜଣ ଡ଼ିଏସପି ଓ ୪ଜଣ ଇନିସପେକ୍ଟର ସାମିଲ ଅଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ।
ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ : ଚଢାଉରେ ୨୦ ଜଣିଆ ଟିମ୍ ସାମିଲ
/kanak/media/post_attachments/wp-content/uploads/2022/01/vlcsnap-2022-01-28-11h03m39s637.png)