କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟୀ ମ୍ୟାନେଜର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କିଶୋର ନାୟକଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସମ୍ବଲପୁର ଘର ଓ ଅଫିସ୍ ସମେତ ପୁରୀ ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରରେ ଥିବା ଘରେ ଏକକାଳୀନ ଚଢାଉ କରାଯାଉଛି ।
ଭିଜିଲାନ୍ସ ଜାଲରେ ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟୀ ମ୍ୟାନେଜର : ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ରେଡ୍
/kanak/media/post_attachments/wp-content/uploads/2022/02/vlcsnap-2022-02-10-08h40m53s750.png)