କନକ ବ୍ୟୁରୋ : ରିମାଣ୍ଡରେ ଯିବେ କୋଟିପତି ଡିଏଫଓ ଶରତ ଚନ୍ଦ୍ର ପଣ୍ଡା । ଶରତ ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରିଛି ଭିଜିଲାନ୍ସ । ଶରତ ଚନ୍ଦ୍ରଙ୍କ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବ ଭିଜିଲାନ୍ସ । ବିମୁଦ୍ରାକରଣ ବେଳେ ୩ କୋଟି ଟଙ୍କା ଡିପୋଜିଟ୍ କରି ସ୍କାନରକୁ ଆସିଛନ୍ତି ଡିଏଫଓ ଶରତ ଚନ୍ଦ୍ର ପଣ୍ଡା ।
ରିମାଣ୍ଡରେ ଯିବେ କୋଟିପତି ଡିଏଫଓ ଶରତ ଚନ୍ଦ୍ର ପଣ୍ଡା ! ୩ ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ
/kanak/media/post_attachments/wp-content/uploads/2017/02/vlcsnap-2017-02-27-14h24m21s370.png)