କନକ ବ୍ୟୁରୋ: ବଲାଙ୍ଗୀର ଆୟୁର୍ବେଦିକ କଲେଜର ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୮ଜଣ ଡିଏସପି, ୬ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ଏହି ରେଡ୍ କରୁଛନ୍ତି । ତା ସହିତ ପୁରୀର ୪ଟି ସ୍ଥାନ, ବଲାଙ୍ଗୀରର ଗୋଟିଏ ସ୍ଥାନ ଓ ସମ୍ବଲପୁରର ଗୋଟିଏ ସ୍ଥାନରେ ଚାଲିଛି ରେଡ ।
ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ।
/kanak/media/post_attachments/wp-content/uploads/2023/11/vigilance-e1599127795664.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)