ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀରେ ଭିଜିଲାନ୍ସର ତନାଘନା । ଏଥର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜେଲ ସୁପରିଟେଣ୍ଡେଂଟ । ପୁରୀ ଜେଲ ସୁପରିଟେଣ୍ଡେଂଟ କର୍ଣ୍ଣ ପ୍ରଧାନଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳିନ ଛାପା ମାରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରାଯାଉଛି । ପୁରୀ ସ୍ଥିତ ସରକାରୀ କ୍ୱାଟର୍ସ, ଅଫିସ, ମାଟିଆପଡାର ଏକ ଘରେ, ଭୁବନେଶ୍ୱର ନୟାପଲ୍ଲିସ୍ଥିତି ଘର, ଓ କୋଣାର୍କ ଜୁଣେଇରେ ଥିବା ପୈତୃକ ବାସଭବନରେ ଭିଜିଲାନ୍ସ ଟିମ୍ ଛାନଭିନ୍ ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us